ପର୍ଯ୍ୟଟନ

ଏପରି ମନ୍ଦିର,ଏକ ସଙ୍ଗେ ଦେବୀ ଦର୍ଶନ କରିପାରିବେନି ସ୍ୱାମୀ ସ୍ତ୍ରୀ

ଭୁବନେଶ୍ୱର : ବିବାହ ପରେ ସ୍ୱାମୀ ସ୍ତ୍ରୀ ୭ ଜନ୍ମ ପାଇଁ ପରସ୍ପରର ହୋଇଯାନ୍ତି। ସୁଖଦୁଃଖ, ଭଲମନ୍ଦ, ଘାତ ପ୍ରତିଘାତ ଯାହା ବି ଆସିଲେ, ଏକ ସଙ୍ଗେ ତାହାର ମୁକାବିଲା କରିଥାନ୍ତି।   ସ୍ୱାମୀ ସ୍ତ୍ରୀ ଏକ ସଙ୍ଗେ ମନ୍ଦିର ଗଲେ, ସେମାନଙ୍କ ବୈବାହିକ ଜୀବନ,  ପାରିବାରିକ ଜୀବନ ସୁଖମୟ ହୋଇଥାଏ।  ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ, ଦେବାଦେବୀଙ୍କ ପୂଜା ଏକ ସଙ୍ଗେ ୨ ଜଣ ନ କଲେ ଉକ୍ତ କାର୍ଯ୍ୟ ସଫଳ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି। […]

ପର୍ଯ୍ୟଟନ

ନୈସର୍ଗିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ‘ଚାଙ୍ଗଲାଙ୍ଗ୍‌’ ଥରେ ବୁଲି ଆସନ୍ତୁ

ଭୁବନେଶ୍ୱର : ଯଦି ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଐତିହାସିକ ଜାଗା ଭ୍ରମଣ କରିବାକୁ ଚାହୁଁଛନ୍ତି, ତା ହେଲେ  ଅରୁଣାଚଳପ୍ରଦେଶସ୍ଥିତ ‘ଚାଙ୍ଗଲାଙ୍ଗ’ ପ୍ରକୃଷ୍ଟ ସ୍ଥାନ। ପ୍ରକୃତି କୋଳରେ ବସିଥିବା ଏହି ଗାଁ ନୈସର୍ଗିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ। ଏଠାକୁ ଥରେ ବୁଲି ଆସିଲେ, ପାହାଡ, ଘଞ୍ଚ ଜଙ୍ଗଲ ମଧ୍ୟରେ ମାଇଲି ମାଇଲି ଦୂର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥବା ପର୍ବତ ଶୃଙ୍ଖଳାକୁ ଦେଖି ଆପଣ ସବୁ ଚିନ୍ତା ଭୁଲିଯିବେ। କ’ଣ ଦେଖିବେ: ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପ୍ରାଣ ହରାଇଥିବା ସୈନିକମାନଙ୍କର ଏଠାରେ କବରସ୍ଥାନ […]

ଘରକରଣା

ପୁରୁଣା ଗହଣା ବି ଦେଖାଯିବ ନୂଆ, ଆପଣାନ୍ତୁ ଏହି ସବୁ ଉପାୟ

ଭୁବନେଶ୍ୱର : ନାରୀ ସବୁବେଳେ ଅଳଙ୍କାର ପ୍ରିୟ। ଏମିତି କେହି ମହିଳା ନ ଥିବେ ଯିଏ ଅଳଙ୍କାର ପ୍ରିୟ ହୋଇ ନଥିବେ। ଏହା କେଉଁ କାଳରୁ ମହିଳାଙ୍କ ପ୍ରିୟ ହୋଇ ରହିଆସିଛି। ସମୟ ସହ ତାଳ ଦେଇ ବଦଳିଛି ଅଳଙ୍କାରର ଲୁକ୍‌ ଓ ଡିଜାଇନ୍‌। ଆଜିକାଲି ମହିଳାମାନେ ବାହାଘର,ବିଭିନ୍ନ ପାର୍ଟି ଓ ଫଙ୍କସନ୍‌କୁ ଗଲା ବେଳେ ଟ୍ରେଣ୍ଡି ଜୁଏଲାରୀ ପସନ୍ଦ କରୁଛନ୍ତି। କିନ୍ତୁ ଅନେକ ଏହାର ସଠିକ୍ ଯତ୍ନ ନେଇ ପାରନ୍ତି ନାହିଁ। ତେଣୁ ଏଗୁଡ଼ିକର ଚମକ […]

ଘରକରଣା

ଅଣ୍ଡା ସିଝାଇବା ପରେ ପାଣି ଫିଙ୍ଗି ଦେଉଛନ୍ତି କି ?

ଭୁବନେଶ୍ୱର : ଅଣ୍ଡା ସିଝାଇବା ପରେ ସାଧାରଣତଃ ସମସ୍ତେ ବଳକା ପାଣିକୁ ଫିଙ୍ଗି ଦିଅନ୍ତି। ଆପଣ ବି ଏମିତି କରୁଥିବେ। ତା’ହେଲେ ଏ ଅଭ୍ୟାସ ବଦଳାଇ ଦିଅନ୍ତୁ। କାରଣ ଏହି ପାଣି ଗଛ ପାଇଁ ସାର ଭାବେ କାର୍ଯ୍ୟ କରିଥାଏ। ‘ମାଷ୍ଟର୍ସ ଗାର୍ଡେନର୍‌ ଅଫ୍‌ ହାମିଲଟନ୍‌’ ପକ୍ଷରୁ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଅଣ୍ଡା ସିଝାଇବା ପରେ ଆପଣ ବଳକା ପାଣିକୁ ଥଣ୍ଡା ହେବା ପରେ ଚାରା ଗଛ ମୂଳରେ ଦେଇପାରିବେ। ଏଥିରେ ଏପରି ପୋଷକ […]

grossing ଖାଦ୍ୟ

‘ରଗଡା ପେଟିସ୍‌’

ଆବଶ୍ୟକ ସାମଗ୍ରୀ: ଆଳୁ ଚକଟା, ଅଦା ପେଷ୍ଟ୍‌, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ, ଭିଜା ମଟର, ଟମାଟେ, ଫେଣ୍ଟା ଦହି, ରସୁଣ ପେଷ୍ଟ୍‌, ଲଙ୍କା ଗୁଣ୍ଡ, ଚାଟ୍‌ ମସଲା, ପୁଦିନା-ଧନିଆ ଚଟଣି, ପିଆଜ, ବ୍ରେଡ୍‌ କ୍ରମ୍ବସ୍‌, ଟମାଟୋ ପ୍ୟୁରୀ, ତେନ୍ତୁଳି ଚଟଣି, ସେଉ, ତେଲ ଏବଂ ଲୁଣ। ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଆଳୁ ଚକଟାରେ ଅଦା-ରସୁଣ ପେଷ୍ଟ୍‌, ଜିରା-ଧନିଆ ଗୁଣ୍ଡ, ଚାଟ୍‌ ମସଲା ଏବଂ ଲୁଣ ପକାନ୍ତୁ। ଏବେ ଏ ସବୁକୁ ଏକାଠି ଭଲ ଭାବେ ଚକଟି ଦିଅନ୍ତୁ। ଏବେ […]

grossing ଖାଦ୍ୟ

ଟଙ୍କାକରେ ପ୍ଲେଏଟେ ଇଡ୍‌ଲି ସମ୍ବର ବିକନ୍ତି ୮୦ ବର୍ଷୀୟା ବୃଦ୍ଧା!

ନୂଆଦିଲ୍ଲୀ: ଆଜିକାଲିର ବ୍ୟୟସାପେକ୍ଷ ସମାଜରେ ଏକ ଟଙ୍କାରେ କ’ଣ ଖାଇବାକୁ ମିଳିବ? ଅଧିକରୁ ଅଧିକ ଗୋଟେ ଛୋଟ ଚକୋଲେଟ୍‌? କିନ୍ତୁ ଏଇ ଟଙ୍କାକରେ  ଜଣେ କେହି ଆପଣଙ୍କୁ ଗୋଟେ ପ୍ଲେଟ୍‌ରେ ଗୋଟେ ବଡ଼ ଇଡ୍‌ଲି ସହ ସୁଆଦିଆ ସମ୍ବର ଓ ଚଟଣୀ ଦେଇପାରିବେ। ଆପଣ ଏ କଥା ବିଶ୍ୱାସ କରିବେ ନା ହସିକି ଉଡ଼େଇଦେବେ। କାରଣ ଆପଣ ଗୋଟେ ପ୍ଲେଟ୍‌ ଇଡ୍‌ଲି ସମ୍ବର ଖାଇବାକୁ ପାଖାପାଖି ୧୫ରୁ ୨୦ ଟଙ୍କା ଖର୍ଚ୍ଚ କରୁଥିବେ। ଆଉ ଏ ସମୟରେ […]

grossing ଟେଲି ଦୁନିଆ

ଅଟୋ ଚଲାଉଛନ୍ତି ଏହି ଟେଲି ଅଭିନେତ୍ରୀ

ମୁମ୍ୱାଇ: ଦାମୀ ଗାଡ଼ି କିଣିବାକୁ ପ୍ରାୟ ସମସ୍ତ ବଲିଉଡ୍ ଓ ଟେଲିଭିଜନ୍‌ ଷ୍ଟାର୍ ପସନ୍ଦ କରନ୍ତି। ଅନେକ ତ ସେମାନଙ୍କ ମନପସନ୍ଦ କାର୍‌ର କଲେକ୍ସନ ବି ରଖିଛନ୍ତି। ହେଲେ ଏହି ଟେଲିଭିଜନ୍ ଅଭିନେତ୍ରୀଙ୍କ ପସନ୍ଦ ପୂରା ଅଲଗା। ସେ ଅଟୋରେ ଯିବାଆସିବା କରିବାକୁ ଭଲ ପା’ନ୍ତି। ଖାଲି ସେତିକି ନୁହେଁ, ସେ ଏକ ଅଟୋ କିଣି ତାକୁ ନିଜେ ଚଲାଉଛନ୍ତି। ସେ ହେଉଛନ୍ତି, ଧାରାବାହିକ ‘ଚନ୍ଦ୍ରଗୁପ୍ତ ମୌର୍ଯ୍ୟ’ ଓ ‘ରଙ୍ଗ୍ ବଦଲତି ଓଢ଼୍‌ନୀ’ର ନାୟିକା ଯଶଶ୍ରୀ ମସୁରକର୍। […]

ଟେଲି ଦୁନିଆ

‘ସ୍ୱାମୀଙ୍କୁ ଇମ୍ପ୍ରେସ୍‌ କରିବା ପାଇଁ ରୋଷେଇ କରିଥାଏ’

ମୁମ୍ୱାଇ : ଟେଲିଭିଜନ୍‌ ଶୋ ‘ୟେ ହୈ ମୋହବତେଁ’ର ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ୱେବ୍‌ ସିରିଜ୍‌ ‘କୋଲ୍ଡ୍‌ ଲସି ଓ ଚିକେନ୍‌ ମସାଲା’ ସହିତ ଡିଜିଟାଲ୍‌ ସ୍ପେସ୍‌ରେ ଡେବ୍ୟୁ କରିଛନ୍ତି। ଏହି ଡେବ୍ୟୁକୁ ନେଇ ଦିବ୍ୟଙ୍କା ଖୁବ୍‌ ଖୁସି ଅଛନ୍ତି। ଏହି ୱେବ୍‌ ସିରିଜ୍‌ରେ ସେ ଶେଫ୍‌ ଭୂମିକାରେ ଅଭିନୟ କରିଛନ୍ତି। କିନ୍ତୁ ଅସଲ ଜୀବନରେ ଦିବ୍ୟଙ୍କା ବିଲକୁଲ୍‌ ଅଲଗା। ସେ ରୋଷେଇ କରିବାକୁ ପସନ୍ଦ କରନ୍ତି ନାହିଁ। ଦିବ୍ୟଙ୍କାଙ୍କ କହିବା ଅନୁସାରେ, ଏହି ୱେବ୍‌ସିରିଜ୍ […]

ହଲିଉଡ୍

ହଲିଉଡ୍‌ ଆକ୍ସନ୍‌ ଫିଲ୍ମରେ ପ୍ରିୟଙ୍କା

ମୁମ୍ୱାଇ: ‘ସ୍କାଇ ଇଜ୍‌ ଲଭ୍’ ଫିଲ୍ମ ପରେ ପ୍ରିୟଙ୍କା ଚୋପ୍ରାଙ୍କୁ ହଲିଉଡ୍‌ରେ ଆଉ ଏକ ନୂଆ ପ୍ରୋଜେକ୍ଟ ମିଳିଛି। ଏକ ରିପୋର୍ଟ ଅନୁଯାୟୀ, ନେଟ୍‌ଫ୍ଲିକ୍ସର ‘We Can Be Heroes’ ଫିଲ୍ମରେ ସେ ଅଭିନୟ କରିବେ। ଏହି ଫିଲ୍ମର କାହାଣୀ ହଲିଉଡ୍‌ ଫିଲ୍ମ ମେକର୍‌ ରବର୍ଟ ରୋଡ୍ରିଜ୍‌ ଲେଖିବେ। ତା’ସହିତ ସେ ଏହି ଫିଲ୍ମର ପ୍ରଯୋଜନା ଓ ନିର୍ଦ୍ଦେଶନା ଭାର ବି ସମ୍ଭାଳିବେ। ଏହା ପୂର୍ବରୁ ସେ ‘ସ୍ପାଇ କିଡ୍‌ସ’ ଫିଲ୍ମ ନିର୍ମାଣ କରିଥିଲେ। ଏ ଖବର […]

ହଲିଉଡ୍

ସିରିୟସ୍‌ ବୟଫ୍ରେଣ୍ଡ ଚାହୁଁଛନ୍ତି ଏଞ୍ଜେଲିନା ଜୋଲି !

ଲସ୍‌ ଏଞ୍ଜେଲସ୍‌: ହଲିଉଡ୍‌ ଅଭିନେତ୍ରୀ ଏଞ୍ଜେଲିନା ଜୋଲିଙ୍କ ସ୍ୱାମୀ ବ୍ରାଡ୍‌ ପିଟ୍‌ଙ୍କଠାରୁ ଅଲଗା ହୋଇ ସାରିଛନ୍ତି। ତାଙ୍କ ହାତରେ ଏବେ ଏତେ ଫିଲ୍ମ ମଧ୍ୟ ନାହିଁ। ସେ ବାଛି ବାଛି ଫିଲ୍ମ କରୁଛନ୍ତି। ସେହିପରି ତାଙ୍କ ବଡ଼ ପୁଅ ମାଡ଼ୋକ୍ସ କଲେଜ ଯାଉଛନ୍ତି। ତେଣୁ ଏଞ୍ଜେଲିନାଙ୍କ ହାତରେ ପ୍ରଚୁର ଖାଲି ସମୟ ରହୁଛି। ଆଉ ଏକା ରହି ସେ ବୋର୍ ହୋଇଯାଉଛନ୍ତି। ସେଥିପାଇଁ ଏବେ ସେ ଜଣେ ବୟଫ୍ରେଣ୍ଡ ଖୋଜୁଛନ୍ତି। ତେବେ ସେ ଜଣେ ସିରିୟସ୍ ବୟଫ୍ରେଣ୍ଡ୍ […]