ଅନ୍ତର୍ଜାତୀୟ

ଭାରତୀୟ ଦୂତାବାସ ଉପରେ ଆକ୍ରମଣ ଦୁଃଖଦାୟକ: ବ୍ରିଟିଶ୍‌ ବିଦେଶ ମନ୍ତ୍ରୀ

ଲଣ୍ଡନ: ଲଣ୍ଡନରେ ଅବସ୍ଥାପିତ ଭାରତୀୟ ଦୂତାବାସ ଉପରକୁ ଗତକାଲି ଅଣ୍ଡା ଓ ଚପଲ ମାଡ଼ ଘଟଣାରେ ଦୁଇ ଜଣ ଗିରଫ ହୋଇଛନ୍ତି। ଏଭଳି ଘଟଣାକୁ ନିନ୍ଦା କରିବା ସହିତ ଦୁଃଖଦ ବୋଲି ବ୍ରିଟେନର ବୈଦେଶିକ ସଚିବ ଡୋମିନିକ୍ ରଆବ୍ କହିଛନ୍ତି। ବ୍ରିଟେନ ସଂସଦରେ ଉଦବୋଧନ ଦେବା ଅବସରରେ ବୈଦେଶିକ ସଚିବ କହିଛନ୍ତି କୌଣସି ହିଂସା ଘଟଣା ଦୁଃଖଜନକ। ବ୍ରିଟେନ୍ ହେଉ କିମ୍ୱା ଅନ୍ୟ କୌଣସି ଦେଶରେ ଗୋଟିଏ ସମ୍ପ୍ରଦାୟ ବିରୋଧରେ ହିଂସା ଘଟଣା ଘଟିବା ନିନ୍ଦନୀୟ। ଏଥିସହ […]

ଅନ୍ତର୍ଜାତୀୟ

ରୁଷିଆରେ ପ୍ରଧାନମନ୍ତ୍ରୀ ମୋଦି, ସର୍ବୋଚ୍ଚ ନାଗରିକ ଭାବେ ସମ୍ମାନୀତ

ନୂଆଦିଲ୍ଲୀ: ରୁଷିଆ ଭାରତର ବିଶ୍ୱସ୍ତ ବନ୍ଧୁ। ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ପୁରୁଣା। ତିନି ଦିନିଆ ରୁଷିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବ୍ଲାଦିବୋସ୍ତୋକରେ ଏହା କହିଛନ୍ତି।  ଆମେ ଅନେକ ସମୟରେ ଦେଖା ହୋଇଛୁ। କିନ୍ତୁ ଅନେକ ପ୍ରସଙ୍ଗ ବାବଦରେ ଫୋନରେ କଥା ହୋଇଛୁ। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥା ହୋଇ ଦେଶର ବିଭିନ୍ନ ପ୍ରସଙ୍ଗ ବାବଦରେ ଆଲୋଚନା କରିବାକୁ ମୁଁ କେବେ ସଙ୍କୋଚ ଅନୁଭବ କରେନାହିଁ ବୋଲି […]