ଅନ୍ୟାନ୍ୟ

ଦିଲ୍ଲୀ ଛାଡ଼ିଲେ ଉନ୍ମୁକ୍ତ ଚାନ୍ଦ

ନୂଆଦିଲ୍ଲୀ: ୨୦୧୨ରେ ନିଜର ବଳିଷ୍ଠ ନେତୃତ୍ୱ ଦ୍ୱାରା ଭାରତକୁ ଅଣ୍ଡର-୧୯ ବିଶ୍ୱକପ୍ ଜିତାଇ ଚର୍ଚ୍ଚାକୁ ଆସିଥିବା ଉନ୍ମୁକ୍ତ ଚାନ୍ଦ ଏବେ ଦିଲ୍ଲୀ ବଦଳରେ ଉତ୍ତରାଖଣ୍ଡ ପକ୍ଷରୁ ଖେଳିବେ। ୨୬ ବର୍ଷୀୟ ଚାନ୍ଦ ରଣଜୀ ଟ୍ରଫିରେ ଉତ୍ତରାଖଣ୍ଡ ଟିମର ନେତୃତ୍ୱ ନେବେ। ଉତ୍ତରାଖଣ୍ଡରେ ଜନ୍ମିତ ଚାନ୍ଦଙ୍କୁ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ) ଉତ୍ତରାଖଣ୍ଡ ପକ୍ଷରୁ ଖେଳିବା ପାଇଁ ଅନୁମତି ପତ୍ର ଜାରି କରିଛି। ମଙ୍ଗଳବାର ଟ୍ୱିଟ୍ କରି ଉନ୍ମୁକ୍ତ ଆସୋସିଏସନକୁ ଧନ୍ୟବାଦ ଜଣାଇଛି। ସେ କହିଛନ୍ତି, […]

ଅନ୍ୟାନ୍ୟ

ଶୁଟିଂ ବିଶ୍ୱକପ୍: ୫ ସ୍ୱର୍ଣ୍ଣ ପଦକ ସହ ଅଭିଯାନ ଶେଷ କଲା ଭାରତ

ରିଓ ଡି ଜେନେରୋ: ଭାରତର ଷ୍ଟାର୍ ଶୁଟର ମନୁ ଭାକର ଓ ସୌରଭ ଚୌଧୁରୀ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ଶୁଟିଂ ବିଶ୍ୱକପରେ ଭାରତର ଅଭିଯାନ ଶେଷ କରିଛନ୍ତି। ଏହି ଇଭେଣ୍ଟରେ ଭାରତର ଯଶସ୍ୱିନୀ ଦେସୱାଲ ଏବଂ ଅଭିଷେକ ବର୍ମାଙ୍କ ଯୋଡ଼ି ରୌପ୍ୟ ପଦକ ଜିତିଥିଲେ। ଏହିପରି ଭାବେ ଟୁର୍ଣ୍ଣାମେଣ୍ଟର ଶେଷଦିନରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଛି। ଏହା ପୂର୍ବରୁ ଟୁର୍ଣ୍ଣାମେଣ୍ଟର ଶେଷ ଦିନରେ ୧୦ ମିଟର୍ ଏୟାର ରାଇଫଲ୍ […]