ଏକ୍ସକ୍ଲୁସିଭ୍

ଜିଲ୍ଲାପାଳଙ୍କ ସହ ଚାଲିଛି ମତ ବିନିମୟ

ମଠ ସଂସ୍କୃତିକୁ ରହୁ, ଆଗ ଥଇଥାନ-କ୍ଷତିଗ୍ରସ୍ତ କମିଟି ମୁଁ ଚାହୁଁଛି ସ୍ଥାୟୀ ପ୍ରତିକାର-ଜିଲ୍ଲାପାଳ ସାଧୁ-ସନ୍ୟାସୀଙ୍କ ଭୟରେ ଉଚ୍ଛେଦ ସ୍ଥଗିତପୁରୀ, ୪/୯: ମଠ ସଂସ୍କୃତି ରହୁ, ଅନ୍ୟ ସ୍ଥାନରେ ଉଚ୍ଛେଦ କରିବା ପୂର୍ବରୁ ପ୍ରଶାସନ ଆଗ ଥଇଥାନ କରୁ । କ୍ଷତିପୂରଣ ଦେଉ । ଏହି ଦାବିରେ ଅଡ଼ିବସିଛନ୍ତି କ୍ଷତିଗ୍ରସ୍ତ କମିଟି । ହେଲେ ସବୁ ସମସ୍ୟାର ସ୍ଥାୟୀ ସମାଧାନ ଚାହାନ୍ତି ଜିଲ୍ଲାପାଳ ବୋଲି କମିଟି ଆଗରେ କହିଛନ୍ତି । ଏହାକୁ ନେଇ ଚାଲିଛି ମତ ବିନିମୟ । […]

trending ଏକ୍ସକ୍ଲୁସିଭ୍

ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି ପ୍ରାର୍ଥୀ ଦିନ ମଜୁରିଆ ଓଡ଼ିଆ ପୁଅ ଜିତେନ୍ଦ୍ର

ନୂଆଦିଲ୍ଲୀ: ଗାଁ’ର ଝାଟିମାଟି ଘରୁ ଚାକଚକ୍ୟ ଭରା ଦିଲ୍ଲୀ ସହର। ଆଦିବାସୀ ଅଧ୍ୟୁସିତ ଅଞ୍ଚଳରୁ ଜବାହାରଲାଲ୍‌ ନେହରୁ ବିଶ୍ୱବିଦ୍ୟାଳୟ। ଶ୍ରମିକରୁ ଛାତ୍ର। ପାଠପଢ଼ାରୁ ପୋଡିୟମ୍‌। ଦଳିତମାନଙ୍କ ସ୍ୱର ହେବାକୁ ଚାହୁଁଥିବା ଏହି ଯୁବକଙ୍କ ପାଇଁ ଗୋଟିଏ ନାରା ‘ଜିତିବ ଜିତେନ୍ଦ୍ର’। ଏଠି ଆଲୋଚନା ହେଉଛି ଓଡ଼ିଶାର ଜିତେନ୍ଦ୍ର ସୁନା (୨୯)ଙ୍କ ବିଷୟରେ। ଜେଏନ୍‌ୟୁ ଛାତ୍ର ସଂସଦ ନିର୍ବାଚନରେ ଏଥର ସଭାପତି ପ୍ରାର୍ଥୀ ରୂପେ ସେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେପ୍ଟେମ୍ବର ୬ ତାରିଖରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) […]