କାର୍ଟୁନ୍

ସ୍କୁଲ ବେଳର ଖେଳାଳି ନବୀନ !

ନବୀନ ବାବୁ ପିଲାଟି ଦିନରୁ କୁଆଡ଼େ ଭଲ ଖେଳାଳି। ସ୍କୁଲରେ ପଢ଼ିବା ବେଳେ ସେ କୁଆଡ଼େ ହକି ଖେଳୁଥିଲେ ଆଉ ଡେଙ୍ଗା ହୋଇଥିବାରୁ ତାଙ୍କୁ ଗୋଲକିପର କରାଯାଇଥିଲା…ଏ କଥା ସେ ୱାର୍ଲଡ କପ ହକି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ହଠାତ ଘୋଷଣା କରିଥିଲେ। ଏବେ ହକି ଫାଇନାଲ ମ୍ୟାଚ ଦେଖିବାକୁ ସଚିନ ତେନ୍ଦୁଲକର ଆସିବା କଥା ଉଠିବାରୁ ବିଜୁ ଯୁବ ବାହିନୀର ଜଣେ ଉତ୍ସାହୀ କର୍ମୀ ସେଦିନ କଳିଙ୍ଗ ଷ୍ଟାଡିୟମରେ କହୁଥିଲେ, ” ନବୀନ ସାର୍ ଆମର ବଡ଼ […]

କାର୍ଟୁନ୍

ବିଜେଡି ସଭ୍ୟ ସଂଗ୍ରହ ଆରମ୍ଭ: ନବୀନ ହେଲେ ପ୍ରଥମ ସଭ୍ୟ

ଭୁବନେଶ୍ୱର : ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ଆଜିଠୁ ଆରମ୍ଭ ହୋଇଛି। ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବାକୁ ଥିବା ଏହି ସଭ୍ୟ ସଂଗ୍ରହ ଅଭିଯାନରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ସଭ୍ୟ ହୋଇଛନ୍ତି। ଦଳ ଚଳିତଥର ୫୦ ଲକ୍ଷ ନୂଆ ସଭ୍ୟଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛି। ଆଜି ବିଜେଡି ମୁଖ୍ୟାଳୟରେ ଆୟୋଜିତ ଏହି ସଭ୍ୟ ସଂଗ୍ରହ ଅଭିଯାନକୁ ଆରମ୍ଭ କରି ଦଳର ସୁପ୍ରିମୋ ଶ୍ରୀ ପଟ୍ଟନାୟକ ବିଜେଡିର ପ୍ରଥମ […]