କ୍ରିକେଟ୍

ୟୁଏସ୍ ଓପନ୍ କ୍ୱାର୍ଟରରେ ନାଡାଲ୍

ନ୍ୟୁୟର୍କ: ସ୍ପେନୀୟ ତାରକା ରାଫେଲ୍ ନାଡାଲ ବିଜୟଧାରା ଅବ୍ୟାହତ ରଖି ଚଳିତ ବର୍ଷରୁ ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ୍ ଚାମ୍ପିୟନଶିପ୍ ୟୁଏସ୍ ଓପନର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱର ଦୁଇ ନମ୍ବର ଖେଳାଳି ନାଡାଲ୍ ପୁରୁଷ ସିଙ୍ଗଲ୍ସର ଚତୁର୍ଥ ରାଉଣ୍ଡରେ କ୍ରୋଏସିଆର ମାରିନ୍ ସିଲିକଙ୍କୁ ୬-୩, ୩-୬, ୬-୧, ୬-୨ ସେଟରେ ପରାସ୍ତ କରି ଅନ୍ତିମ-୮ରେ ସ୍ଥାନ ପକ୍କା କରିଛନ୍ତି। କ୍ୱାର୍ଟରଫାଇନାଲରେ ନାଡାଲଙ୍କ ସାମ୍ନା ଆର୍ଜେଣ୍ଟିନାର ଡିଏଗୋ ଶ୍ୱାର୍ଜମ୍ୟାନଙ୍କ ସହ ହେବ, ଯିଏ ଜର୍ମାନୀର ଆଲେଜାଣ୍ଡାର ଭେରେଭଙ୍କୁ […]

କ୍ରିକେଟ୍

କୁନି ପ୍ରଶଂସକଙ୍କଠାରୁ ଅଟୋଗ୍ରାଫ୍ ନେଲେ ବିରାଟ୍, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ମଇଦାନରେ ହୁଏତ ଆକ୍ରମଣାତ୍ମକ ଲାଗନ୍ତି, କିନ୍ତୁ ମଇଦାନ ବାହାରେ ତାଙ୍କ ବ୍ୟବହାର ସମ୍ପୂର୍ଣ୍ଣ ଅଲଗା। କୋହଲିଙ୍କର ପ୍ରଶଂସକ କେବଳ ଦେଶରେ ଦୁହେଁ ସାରା ବିଶ୍ୱରେ ଅଛନ୍ତି। ଏହି ତାଲିକାରେ କୁନି ପ୍ରଶଂସକ ମଧ୍ୟ ସାମିଲ ଅଛନ୍ତି। ଏବେ ବିରାଟଙ୍କର ଏକ ଭିଡିଓ ସୋଶାଲ ମିଡିଆରେ ଖୁବ୍ ହେବାରେ ଲାଗିଛି, ଯେଉଁଥିରେ ସେ ଜଣେ କୁନି କ୍ରିକେଟ୍ ପ୍ରଶଂସକଠାରୁ ଅଟୋଗ୍ରାଫ୍ ନେଉଛନ୍ତି। ଅମିତ୍ ନାମକ ଜଣେ ୟୁଜର୍ ଟ୍ୱିଟରରେ ଏହି […]