ଭାଇରାଲ୍

ବାଇକ୍‌ ନା ବସ୍‌, ଭିଡିଓ ଭାଇରାଲ୍‌

ଭୁବନେଶ୍ୱର : ସାଧାରଣତଃ ବାଇକ୍‌ରେ ଦୁଇ ଜଣ ବସିବା କଥା। ହେଲେ ବେଳେ ବେଳେ ଆପଣମାନେ ଏଥିରେ ତିନି ଜଣ ବସିବା ବି ଦେଖିଥିବେ। ଏଇଟା କିଛି ବଡ଼ କଥା ନୁହେଁ। ସବୁଠି ଏ ଦୃଶ୍ୟ ଦେଖିବାକୁ ମିଳେ। କାଁଭାଁ କେମିତି କେତେବେଳେ ବାଇକ୍‌ରେ ଚାରି ଜଣ ବି ବସିଥିବା ଦେଖିବାକୁ ମିଳେ। କିନ୍ତୁ ଟ୍ୱିଟରେ ପୋଷ୍ଟ୍‌ ହୋଇଥିବା ଏକ ଭିଡିଓ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ବାଇକ୍‌ରେ […]

ଭାଇରାଲ୍

ହାକିମଙ୍କ ପସନ୍ଦ ଦଇତାଙ୍କ ମାଛ ବେସର

ପୁରୀ, ୧୭/୭: ମହାପ୍ରଭୁଙ୍କ ନୀଳାଦ୍ରୀ ବିଜେ ଠାରୁ ଆଜିଯାଏ ଏବେ ଗୋଟିଏ କଥା ବଡ଼ ଦେଉଳ ଓ ଆଖପାଖରେ ଭାଇରାଲ ହେଉଛି । ହାକିମଙ୍କର ଭାରି ପସନ୍ଦ ଦଇତାଙ୍କ ମାଛ ବେସର । ନୀଳାଦ୍ରୀବିଜେ ଠାକୁରଙ୍କ ପହଣ୍ଡି ସରିବା ପରେ ସମସ୍ତେ ଭିତରେ ବସିଥାନ୍ତି । ବେଶ ହସ ମଜାକ ଚାଲିଥିଲା । ଦଇତା ପୁଞ୍ଜାଏ ବସି ହାକିମଙ୍କ ବାଃ ବାଃ କରୁଥାନ୍ତି । ହାକିମ କହୁଥାନ୍ତି,ହଉ ହେଲା ମାଛ ବେସରଟା ଚଖେଇବ । ଦଇତାଙ୍କ ମାଛ […]