grossing ରୋଷେଇ

ଘରକୁ ଆସୁଥିବା ଅତିଥିଙ୍କୁ ପରଷନ୍ତୁ ‘ନୀର ମୋର୍‌’

ଆବଶ୍ୟକ ସାମଗ୍ରୀ: ଦହି, କଞ୍ଚା ଲଙ୍କା, ଜିରା ଗୁଣ୍ଡ, ଚାଟ୍‌ ମସଲା, ଥଣ୍ଡା ପାଣି, ଅଦା, କଳା ଲୁଣ, ହେଙ୍ଗୁ, ଭୁର୍ସୁଙ୍ଗ ପତ୍ର ଓ  ଲୁଣ। ପ୍ରସ୍ତୁତି ପ୍ରଣାଳୀ: ନୀର ମୋର୍‌ ପ୍ରସ୍ତୁତ କରିବା ଲାଗି ପ୍ରଥମେ ଏକ ବଡ଼ ପାତ୍ର ନେଇ ସେଥିରେ ଦହି ଓ ପାଣି ଢାଳନ୍ତୁ। ଏହାକୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଏବେ ଏଥିରେ କଞ୍ଚା ଲଙ୍କା, ବଟା ଅଦା, ଜିରା ଗୁଣ୍ଡ, କଳା ଲୁଣ, ଲୁଣ ଓ ଚାଟ୍‌ ମସଲା ପକାଇ ଭଲ […]

ରୋଷେଇ

‘ଆଳୁ ଲଚ୍ଛା ପରଟା’ କେମିତି ତିଆରି ହୁଏ ଜାଣିଛନ୍ତି?

ଆବଶ୍ୟକ ସାମଗ୍ରୀ: ଆଳୁ, ବେସନ, ଅଦା ଓ ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, କଟା ପରିବା (ଗାଜର, ଟମାଟୋ, ବିନ୍ସ, କ୍ୟାପସିକମ୍), କଟା କଞ୍ଚା ଲଙ୍କା, ଜୁଆଣି, ଲଙ୍କାଗୁଣ୍ଡ, କଟା ଧନିଆ ପତ୍ର ଏବଂ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆଳୁକୁ ଭଲ ଭାବେ ଧୋଇ ଚୋପା ଛଡ଼େଇ ଦିଅନ୍ତୁ। ଏବେ ଏହାକୁ ଏକ ପାତ୍ରରେ ଗ୍ରେଟ୍‌ କରି ରଖନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଆଳୁର ଲଚ୍ଛା। ଏବେ ଏଥିରେ ବେସନ, ଅଦାରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, […]