ହକି

ମେଜର ଧ୍ୟାନଚାନ୍ଦ: ସେନାରୁ ହକି ‘ଯାଦୁଗର’

ନୂଆଦିଲ୍ଲୀ: ସାଧାରଣତଃ ହକି କଥା ଯଦି ମୁହଁରେ ଆସେ, ତାହେଲେ ସର୍ବପ୍ରଥମ ନାଁ ଧ୍ୟାନଚାନ୍ଦଙ୍କର ଆସିବ। ହକିର ‘ଯାଦୁଗର’ ଭାବେ ପରିଚିତ ଭାରତୀୟ କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦ ହକି ଇତିହାସର ସବୁଠାରୁ ମହାନ ଖେଳାଳି। ଧ୍ୟାନଚାନ୍ଦ ନିଜର ଅଦ୍ଭୁତ ଖେଳ ଦ୍ୱାରା ଭାରତକୁ ତିନିଥର ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ଜିତାଇଛନ୍ତି। କୁହାଯାଏ, ଧ୍ୟାନଚାନ୍ଦଙ୍କ ଭଳି ହକି ଖେଳାଳି ଆଜି ପର୍ଯ୍ୟନ୍ତ ଜନ୍ମ ନେଇ ନାହାନ୍ତି। ମେଜର ଧ୍ୟାନଚାନ୍ଦଙ୍କୁ ଫୁଟବଲର ପେଲେ ଏବଂ କ୍ରିକେଟର ଡନ୍ ବ୍ରାଡମ୍ୟାନଙ୍କ ସହ […]

ହକି

ଜାତୀୟ ହକି ପ୍ରଶିକ୍ଷଣ ଶିବିର ପାଇଁ ୩୩ ଜଣିଆ ସମ୍ଭାବ୍ୟ ପୁରୁଷ ଦଳ ଘୋଷିତ

ନୂଆଦିଲ୍ଲୀ: ବେଲଜିୟମ ଟୁର୍ ଏବଂ ଅଲିମ୍ପିକ୍ କ୍ୱାଲିଫାୟର୍ ପ୍ରସ୍ତୁତି ପାଇଁ ଆସନ୍ତା ସେପ୍ଟେମ୍ବର ୨ ତାରିଖରୁ ବେଙ୍ଗାଲୁରୁସ୍ଥ ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ଆନୁକୂଲ୍ୟରେ ହେବାକୁଥିବା ଜାତୀୟ ପ୍ରଶିକ୍ଷଣ ଶିବିର ପାଇଁ ହକି ଇଣ୍ଡିଆ ୩୩ ଜଣିଆ ସମ୍ଭାବ୍ୟ ପୁରୁଷ ଦଳର ଘୋଷଣା କରିଛି। ଏହି ସମ୍ଭାବ୍ୟ ଦଳରେ ଓଡ଼ିଶାର ୬ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା, ଅମିତ୍ ରୋହିଦାସ, ନୀଲମ ସଞ୍ଜୀପ ଖେସ୍, ଦିପସାନ୍ ତିର୍କୀ, ଆଶିଷ କୁମାର ଟପ୍ନୋ […]