ହଲିଉଡ୍

ହଲିଉଡ୍‌ ଆକ୍ସନ୍‌ ଫିଲ୍ମରେ ପ୍ରିୟଙ୍କା

ମୁମ୍ୱାଇ: ‘ସ୍କାଇ ଇଜ୍‌ ଲଭ୍’ ଫିଲ୍ମ ପରେ ପ୍ରିୟଙ୍କା ଚୋପ୍ରାଙ୍କୁ ହଲିଉଡ୍‌ରେ ଆଉ ଏକ ନୂଆ ପ୍ରୋଜେକ୍ଟ ମିଳିଛି। ଏକ ରିପୋର୍ଟ ଅନୁଯାୟୀ, ନେଟ୍‌ଫ୍ଲିକ୍ସର ‘We Can Be Heroes’ ଫିଲ୍ମରେ ସେ ଅଭିନୟ କରିବେ। ଏହି ଫିଲ୍ମର କାହାଣୀ ହଲିଉଡ୍‌ ଫିଲ୍ମ ମେକର୍‌ ରବର୍ଟ ରୋଡ୍ରିଜ୍‌ ଲେଖିବେ। ତା’ସହିତ ସେ ଏହି ଫିଲ୍ମର ପ୍ରଯୋଜନା ଓ ନିର୍ଦ୍ଦେଶନା ଭାର ବି ସମ୍ଭାଳିବେ। ଏହା ପୂର୍ବରୁ ସେ ‘ସ୍ପାଇ କିଡ୍‌ସ’ ଫିଲ୍ମ ନିର୍ମାଣ କରିଥିଲେ। ଏ ଖବର […]

ହଲିଉଡ୍

ସିରିୟସ୍‌ ବୟଫ୍ରେଣ୍ଡ ଚାହୁଁଛନ୍ତି ଏଞ୍ଜେଲିନା ଜୋଲି !

ଲସ୍‌ ଏଞ୍ଜେଲସ୍‌: ହଲିଉଡ୍‌ ଅଭିନେତ୍ରୀ ଏଞ୍ଜେଲିନା ଜୋଲିଙ୍କ ସ୍ୱାମୀ ବ୍ରାଡ୍‌ ପିଟ୍‌ଙ୍କଠାରୁ ଅଲଗା ହୋଇ ସାରିଛନ୍ତି। ତାଙ୍କ ହାତରେ ଏବେ ଏତେ ଫିଲ୍ମ ମଧ୍ୟ ନାହିଁ। ସେ ବାଛି ବାଛି ଫିଲ୍ମ କରୁଛନ୍ତି। ସେହିପରି ତାଙ୍କ ବଡ଼ ପୁଅ ମାଡ଼ୋକ୍ସ କଲେଜ ଯାଉଛନ୍ତି। ତେଣୁ ଏଞ୍ଜେଲିନାଙ୍କ ହାତରେ ପ୍ରଚୁର ଖାଲି ସମୟ ରହୁଛି। ଆଉ ଏକା ରହି ସେ ବୋର୍ ହୋଇଯାଉଛନ୍ତି। ସେଥିପାଇଁ ଏବେ ସେ ଜଣେ ବୟଫ୍ରେଣ୍ଡ ଖୋଜୁଛନ୍ତି। ତେବେ ସେ ଜଣେ ସିରିୟସ୍ ବୟଫ୍ରେଣ୍ଡ୍ […]