ହସକଥା

ଭିକାରି ଦେଲେ ବହି

ପତ୍ନୀ- ବୁଝିଲ କାଲି ଯେଉଁ ଭିକାରିକୁ ମୁଁ ଖାଇବାକୁ ଦେଇଥିଲି, ସେଇଟା ଭାରି ଫୁଟାଣିଆ। ପତି- କାଇଁ, ଏମିତି କ’ଣ କଲା କି? ପତ୍ନୀ- ସେ ଆସି ଆଜି ମୋତେ ଗୋଟେ ଚଟିବହି ଧରେଇ ଦେଇ ଯାଇଛି। ପତି- କି ବହି? ପତ୍ନୀ- ‘ରୋଷେଇ କରିବା ଶିଖ।’ ପତି କିଛି କହିଲେନି, ହେଲେ ମନେ ମନେ ଭାରି ଖୁସି ହୋଇ କହୁଥିଲେ- ଯାହା ହେଉ କିଏ ତ ସାହସ କଲା।

grossing ହସକଥା

ଟ୍ରାଫିକ୍‌ ନିୟମ ଯୋଗୁ ଫସିଗଲା ପପୁ

ଏବେ ଏବେ ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହୋଇଛି। ପପୁ ଚିନ୍ତାରେ ପଡ଼ିଗଲା। ନୂଆ କାର୍‌ କିଣିଛି। ଟ୍ରାଫିକ୍‌ ନିୟମ ସବୁକୁ ଟିଭିରେ ଦେଖି ସେ ପ୍ରୀତିକୁ ସତର୍କ କରାଇ ଦେଲା। ଦେଖ ଏସବୁ ମନେରଖ। କାର୍‌ରେ ବାହାରକୁ ଗଲେ ଫଲୋ କରିବ। ନହେଲେ ଆମକୁ ଜୋରିମାନା ଗଣିବାକୁ ପଡ଼ିବ। ରବିବାର ଦିନ ପପୁ ଓ ପ୍ରୀତି ନୂଆ କାର୍‌ରେ ବାହାରକୁ ବୁଲିବାକୁ ଗଲେ। ପ୍ରୀତି ମନେ ମନେ ଚିନ୍ତା କଲା, ଯାହା ଦରକାର ମାର୍କେଟ୍‌ରୁ କିଣି […]