ଆଥଲେଟିକ୍ସ

୩୧ ବର୍ଷରେ ପାଦ ଦେଲେ ଈଶାନ୍ତ ଶର୍ମା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପେସ୍ ବୋଲର ଈଶାନ୍ତ ଶର୍ମା ଆଜି ୩୧ତମ ବୟସରେ ପଦାର୍ପଣ କରିଛନ୍ତି। ବର୍ତ୍ତମାନ ସେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଅଛନ୍ତି ଏବଂ ଟିମ୍ ଇଣ୍ଡିଆ ସହ କ୍ୟାରିବିୟାନ୍ ଟିମ୍ ବିପକ୍ଷରେ ଟେଷ୍ଟ ସିରିଜର ତଥା ଶେଷ ମ୍ୟାଚ୍ ଖେଳୁଛନ୍ତି। ଈଶାନ୍ତ ୨୦୦୬ରେ ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ ଅଣ୍ଡର୍-୧୯ ଟିମର ସଦସ୍ୟ ଥିଲେ। ସେ ନିଜର ଦିନିକିଆ ଓ ଟେଷ୍ଟ (ଉଭୟ ଅଣ୍ଡର୍-୧୯) ଡେବ୍ୟୁ ବିରାଟ୍ କୋହଲିଙ୍କ ସହ କରିଥିଲେ। ଏହା ସହ […]

ଆଥଲେଟିକ୍ସ

ଆଜି ଜାତୀୟ କ୍ରୀଡ଼ା ଦିବସ: ୧୯ ଆଥଲେଟ୍‌ଙ୍କୁ ଦିଆଯିବ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ: ଆଜି ଜାତୀୟ କ୍ରୀଡ଼ା ଦିବସ। ହକି ଲିଜେଣ୍ଡ ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଅବସରରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି। ପ୍ରତି ମଣିଷ ଜୀବନରେ ଖେଳର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ। ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅର୍ଜୁନ ଓ ଖେଳ ରତ୍ନ ପୁରସ୍କାର ପ୍ରଦାନ କରିବେ। ଓଡ଼ିଶାର ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ଅର୍ଜୁନ ପୁରସ୍କାର […]