ଓଲିଉଡ୍

‘ଅଭିନୟ ପରିବାରଠୁ ଦୂରେଇ ଦେଲା, ସ୍ୱାମୀ ହୋଇକି ବି ପାଖରେ ରହିପାରିଲିନି’

ଭୁବନେଶ୍ୱର : ଓଲିଉଡ୍‌ର ଅନ୍ୟତମ ପ୍ରତିଭାସଂପନ୍ନ ଅଭିନେତା ହେଉଛନ୍ତି ମିହିର ଦାସ। ‘ନଟ୍‌ ଟୁ ଆକ୍ଟ ଇଜ୍‌ ଆକ୍ଟ’ ବା ‘ଅଭିନୟ ନକରିବା ଟା ହିଁ ଅଭିନୟ’- ୟାକୁ ଅନୁସରଣ କରି ସେ ଆଜି ପର୍ଯ୍ୟନ୍ତ ଅଭିନୟ କରି ଚାଲିଛନ୍ତି। ୧୨୦ରୁ ଅଧିକ ଫିଲ୍ମରେ ଅଭିନୟ କରିସାରିଥିବା ମିହିର ଦାସ କିନ୍ତୁ କହନ୍ତି ଯେ ଏ ଅଭିନୟ ତାଙ୍କୁ ତାଙ୍କ ପରିବାରଠାରୁ ଦୂରେଇ ଦେଲା। ’ଓଟିଭି’ରେ ପ୍ରସାରିତ ହେଉଥିବା ଟକ୍‌ ଶୋ ‘ଗପସପ’ରେ ଯୋଗ ଦେଇ ସେ […]

ଓଲିଉଡ୍

ପୂରଣ ହେଲା ସ୍ୱରାଜ ଓ ଭୂମିକାଙ୍କ ଇଚ୍ଛା

ଭୁବନେଶ୍ୱର : ଓଲିଉଡ୍‌ ଅଭିନେତା ସ୍ୱରାଜ ବାରିକ୍‌ ଏବଂ ଅଭିନେତ୍ରୀ ଭୂମିକା ଦାସ ଶିଶୁ କଳାକାର ଭାବେ ଅଭିନୟ ଦୁନିଆରେ ପାଦ ରଖିଥିଲେ। ୨୦୧୭ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ତୁ ମୋ ଲଭ୍‌ ଷ୍ଟୋରୀ’ ମାଧ୍ୟମରେ ଦୁହେଁ ବଡ଼ ପରଦାରେ ଡେବ୍ୟୁ କରିଥିଲେ। ଫିଲ୍ମଟି ହିଟ୍‌ ହୋଇଥିଲା। ଦୁହିଁଙ୍କ ଅଭିନୟକୁ ଦର୍ଶକମାନେ ବହୁତ ପ୍ରଶଂସା କରିଥିଲେ। ନାୟକ ଓ ନାୟିକା ଭାବେ ଏ ଦୁହେଁ ଯେ କେବଳ ଈର୍ଷଣୀୟ ଡେବ୍ୟୁ କରିଥିଲେ ତା’ ନୁହେଁ, ସେମାନଙ୍କ ବହୁ […]