ଗସିପ୍ ଗଳି

ବରିଷ୍ଠ ଆଇଏଏସ୍ ଅସିତ୍ ଓ ସୁରେଶଙ୍କ ମଧ୍ୟରେ ଛକାପଞ୍ଝା!

ଭୁବନେଶ୍ୱର : ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସଚିବ ପଦରେ ଆସୀନ ହେବା ପାଇଁ ଏବେ ୧୯୮୬ ବ୍ୟାଚର ଦୁଇ ବରିଷ୍ଠ ଆଇଏଏସଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଥିବା କୁହାଯାଉଛି। ୧୯୮୩ ବ୍ୟାଚ୍ ଆଇଏଏସ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଅଧିକ ଦିନ ମୁଖ୍ୟ ସଚିବ ପଦରେ ରଖିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ନଥିବାବେଳେ, ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର ଦୁଇ ବରିଷ୍ଠ ଆଇଏଏସଙ୍କ ମଧ୍ୟରେ ଶୀତଳ ଯୁଦ୍ଧକୁ ନେଇ ପାୱାର କରିଡରରେ ଚର୍ଚ୍ଚା। ସେହିପରି ଅନ୍ୟ ଜଣେ […]

ଗସିପ୍ ଗଳି

‘ଗୁରୁ’ ବାଲକ୍ରିଷ୍ଣନଙ୍କୁ ସିଏମ୍‌ଓ ଦାୟିତ୍ୱ କାହିଁକି ଦେଲେ ପାଣ୍ଡିଆନ?

ଭୁବନେଶ୍ୱର : ତାମିଲନାଡ଼ୁରେ ଜନ୍ମିତ ୧୯୮୪ ବ୍ୟାଚ୍ ଅବସରପ୍ରାପ୍ତ ଆଇଏଏସ୍ ଆର. ବାଲକ୍ରିଷ୍ଣନ୍ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଭାବେ ଆଜି ନିଯୁକ୍ତି ପାଇଛନ୍ତି। ସେ ତତ୍କାଳ ପ୍ରଭାବରୁ ଏହି ଦାୟିତ୍ୱ ସମ୍ଭାଳିବେ। ତେବେ ଓଡ଼ିଶା ଇତିହାସରେ ବୋଧହୁଏ ପ୍ରଥମଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିଚାଳନା ନିମନ୍ତେ ଜଣେ ମୁଖ୍ୟ ଉପଦେଷ୍ଟାଙ୍କୁ ଅବସ୍ଥାପିତ କରାଯାଇଛି। ଯାହାକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା। ପ୍ରଶାସନିକ କାର୍ଯ୍ୟ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ) ସମ୍ଭାଳିବା ପାଇଁ ରାଜ୍ୟରେ […]