ଦୁର୍ଘଟଣା

ଯମଦୂତ ପରି ମାଡ଼ିଆସିଲା ଟାଟା ମ୍ୟାଜିକ, ବାଇକ୍‌କୁ ଧକ୍କା ଦେଲା

ଭଦ୍ରକ (ପାର୍ଥସାରଥୀ ନାୟକ): ପୁଲିସ୍‌ ହେଲ୍‌ମେଟ୍‌ ଓ ଲାଇସେନ୍ସ ଚେକିଂ ଚାଲିଥିବା ବେଳେ ଯମଦୂତ ପରି ମାଡ଼ି ଆସୁଥିବା ଟାଟା ମ୍ୟାଜିକ ଏକ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଭଦ୍ରକ ଜିଲ୍ଲାରେ ଘଟିଛି। କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌ ପରେ ଆଜି ଆଗରପଡ଼ା ବିଶଲକଣା ଛକରେ ପୁଲିସ ଲାଇସେନ୍ସ ଓ ହେଲ୍‌ମେଟ୍‌ […]