top4-2 ନିଯୁକ୍ତି

୬୦୦୦ ଷ୍ଟାଇପେଣ୍ଡ୍‌ ସହ ୫ ଲକ୍ଷ ଛାତ୍ରଛାତ୍ରୀ ପାଇବେ ତାଲିମ୍‌

ନୂଆଦିଲ୍ଲୀ : ଚଳିତ ବର୍ଷ ଜୁଲାଇରୁ ସାରା ଦେଶରୁ ପ୍ରାୟ ୫ ଲକ୍ଷ ଛାତ୍ରଛାତ୍ରୀ ବିଭିନ୍ନ ଶିଳ୍ପ ସଂସ୍ଥା ଓ ସେବା କ୍ଷେତ୍ରରେ ତାଲିମ୍‌ ପାଇବେ। କେନ୍ଦ୍ର ସରକାରଙ୍କ ସ୍କିମ୍‌ ଫର ହାଇୟର ଏଜୁକେଶନ ୟୁଥ୍‌ ଫର୍‌ ଆପ୍ରେଣ୍ଟିକ୍‌ଶିପ୍‌ ଆଣ୍ଡ୍‌ ସ୍କିଲ୍‌(ଶ୍ରେୟାସ୍‌) ନାମକ ଏକ ଯୋଜନାରେ ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ମିଳିବ। ସୂଚନା ଅନୁସାରେ ଏଥିପାଇଁ ପ୍ରାୟ ୯ ଲକ୍ଷ ୨୫ ହଜାର ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସଂସ୍ଥାରେ […]

top4-3 ନିଯୁକ୍ତି

ରେଳବାଇ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର : ରେଳବାଇ ନିଯୁକ୍ତି ବୋର୍ଡ ପରୀକ୍ଷାରେ ଅବ୍ୟବସ୍ଥା ଦେଖାଦେଇଛି। ପରୀକ୍ଷା କେନ୍ଦ୍ରରେ ବିଦ୍ୟୁତ୍ ସମସ୍ୟା ଓ ସର୍ଭରରେ ତ୍ରୁଟି ରହିଥିବାରୁ ପରୀକ୍ଷା ଦେଇ ପାରିନାହାନ୍ତି ପରୀକ୍ଷାର୍ଥୀ। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଶେଷରେ ପରୀକ୍ଷା ଘୁଞ୍ଚାଇ ଦେବାକୁ ନିଷ୍ପତ୍ତି ହୋଇଛି। ଆଜି ହେବାକୁ ଥିବା ରେଲୱେର ନିଯୁକ୍ତି ସଂପର୍କିତ ପରୀକ୍ଷା ଘୁଞ୍ଚି ଯାଇଛି। କେବେ ପରୀକ୍ଷା ହେବ, ତାହା ଜଣାପଡ଼ି ନାହିଁ। ପରୀକ୍ଷାର ଦିନ ଧାର୍ଯ୍ୟ ହେବା ପରେ କର୍ତ୍ତୃପକ୍ଷଙ୍କ ତରଫରୁ ଜଣାଇ […]