ବଲିଉଡ୍

ମୋଦିଙ୍କୁ ମାରିବା ପାଇଁ ଧମକ ଦେଲେ ପାକିସ୍ତାନୀ ଗାୟିକା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ ଭାରତ ସରକାରଙ୍କ ଏହି ନିଷ୍ପତ୍ତିକୁ ପାକିସ୍ତାନ ବିରୋଧ କରୁଛି। କଶ୍ମୀରକୁ ନେଇ ପାକିସ୍ତାନ ଭାରତକୁ ବାରମ୍ୱାର ଧମକ ଦେବାରେ ଲାଗିଛି। ଏପରିକି ପାକିସ୍ତାନ କଳାକାର ମଧ୍ୟ ଭାରତକୁ ଧମକ ଦେଉଥିବାର ଦେଖାଯାଉଛି। ଏହି କ୍ରମରେ ପାକିସ୍ତାନ ଗାୟିକା ରବି ପିରଜାଦା ବି ଏଥିରେ ସାମିଲ ହୋଇଛନ୍ତି। ପିରଜାଦା କଶ୍ମୀର ଉପରେ ହୋଇଥିବା ନିଷ୍ପତ୍ତିକୁ ବିରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଛନ୍ତି। ଏକ […]

ବଲିଉଡ୍

୩୬ ବର୍ଷ ପୁରୁଣା ଫଟୋରେ ଇମୋସ୍‌ନାଲ୍ ପୋଷ୍ଟ୍‌ ଶେଆର୍‌ କଲେ ଅନୀଲ୍‌ କପୁର୍‌

ମୁମ୍ବାଇ: ଅନୀଲ କପୁର ବଲିଉଡ୍‌ର ସେହି ଷ୍ଟାର୍‌ମାନଙ୍କ ମଧ୍ୟରୁ ଜଣେ ଯିଏ ଅନେକ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି। ଏବେ ମଧ୍ୟ ସେ ଆକ୍ଟିଭ୍ ଅଛନ୍ତି। ଏମିତି ଦିନ ଥିଲା ଯେତେବେଳେ ତାଙ୍କ ଫିଲ୍ମ ପରଦାକୁ ଆସିବା ପୂର୍ବରୁ ତାକୁ ସୁପର୍‌ହିଟ୍ ବୋଲି ଘୋଷଣା କରି ଦିଆଯାଉଥିଲା। ହେଲେ ଏମିତି ବି ସମୟ ଥିଲା ଯେତେବେଳେ ସେ ଗୋଟିଏ ହିଟ୍ ଫିଲ୍ମ ପାଇଁ ଝୁରି ହେଉଥିଲେ। ଆଉ ସେ ଦିନର କଥାକୁ ମନେ ପକାଇ ଅନୀଲ ଏକ ଟ୍ୱିଟ୍ […]