ବାସ୍ତୁଶାସ୍ତ୍ର

ଅଟକିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରେ ମୟୂର ପର

ଭୁବନେଶ୍ୱର : ଘରୁ ବାସ୍ତୁଦୋଷ ଦୂର କରିବା ପାଇଁ ବିଭିନ୍ନ ପ୍ରକାରର ଜିନିଷର ବ୍ୟବହାର କରିବାକୁ କୁହାଯାଏ। ତା’ ମଧ୍ୟରୁ ଗୋଟିଏ ହେଉଛି  ମୟୂର ପର। ତା’ହେଲେ ଆସନ୍ତୁ ଜାଣିବା ଘରେ ମୟୂର ପର ରଖିଲେ କ’ଣ ସବୁ ଫାଇଦା ମିଳେ। ୧. ବାସ୍ତୁ ଅନୁସାରେ ଘରେ ମୟୂର ପର ରଖିଲେ ବାସ୍ତୁ ଦୋଷ ଦୂର ହୋଇଥାଏ। ଏହା ସହିତ ଘରେ ସକାରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ। ୨. ମୟୂର ପର ବ୍ୟବହାର କଲେ ଅମଙ୍ଗଳ ଟଳି […]

ବାସ୍ତୁଶାସ୍ତ୍ର

ଘରେ ଗଣେଶଙ୍କ ମୂର୍ତ୍ତି ରଖିବା ନେଇ ୫ଟି ଟିପ୍ସ

ଭୁବନେଶ୍ୱର : ହିନ୍ଦୁ ଶାସ୍ତ୍ର ଅନୁସାରେ, ମହାପ୍ରଭୁ ଶ୍ରୀ ଗଣେଶ ହେଉଛି ଦେବତାଙ୍କ ମଧ୍ୟରେ ଅଗ୍ରପୂଜ୍ୟ। ଘରେ ଶ୍ରୀ ଗଣେଶଙ୍କ ମୂର୍ତ୍ତି କିମ୍ୱା ଫଟୋ ରହିଲେ, ଶୁଭ ଫଳ ମିଳିଥାଏ। ତେବେ ଘରେ ଶ୍ରୀ ଗଣେଶଙ୍କ ମୂର୍ତ୍ତି ରଖିବାବେଳେ ଆମେ କିଛିଟା ଭୁଲ୍ କରିଥାଉ, ଯାହାଦ୍ୱାରା ନକାରାତ୍ମକ ଫଳ ମିଳିଥାଏ। ତେଣୁ ଘରେ ଶ୍ରୀ ଗଣେଶଙ୍କ ମୂର୍ତ୍ତି ରଖିବା ପୂର୍ବରୁ ନିମ୍ନଲିଖିତ କଥାଗୁଡ଼ିକୁ ଧ୍ୟାନ ଦିଅନ୍ତୁ, ନିଶ୍ଚୟ ଶୁଭଫଳ ପ୍ରାପ୍ତି ହେବ। ୧- ଠାକୁର ଘରେ ଶ୍ରୀ […]