ବିତର୍କ

ପୋଷ୍ଟରକୁ ନେଇ ବିବାଦ; ସୋଶାଲ୍ ମିଡିଆରେ ପ୍ରତିବାଦ

ଭୁବନେଶ୍ୱର : ପାନ୍‌କ୍ରିୟାସ୍‌ (ଅଗ୍ନାଶୟ) ଜନିତ ରୋଗରେ ଆକ୍ରାନ୍ତ ହେବାର ପ୍ରାୟ ବର୍ଷେ ପରେ ପୁଣି ଥରେ ବଡ଼ ପରଦାକୁ ଲିଡ୍‌ ରୋଲ୍‌ରେ ଆସୁଛନ୍ତି ହାସ୍ୟ ଅଭିନେତା ପପୁ ପମ୍ ପମ୍। ଆସନ୍ତା ମାସରେ ଗଣେଶ ପୂଜା ଉପଲକ୍ଷେ ରିଲିଜ୍ ହେବ ତାଙ୍କ ଫିଲ୍ମ ‘ମିଷ୍ଟର କହ୍ନେୟା’। ତେବେ ତା’ ପୂର୍ବରୁ ଏହି ଫିଲ୍ମର ପୋଷ୍ଟରକୁ ନେଇ ଦେଖା ଦେଇଛି ବିବାଦ। ଏହି ପୋଷ୍ଟରରେ ୭ ଜଣ ଝିଅ ତଳେ ଆଣ୍ଠେଇ ବସିଛନ୍ତି ଓ ସେମାନଙ୍କଠାରେ ଲାଗିଥିବା […]

trending ବିତର୍କ

ଟିକଟକ୍ ଓ ହେଲୋ ହୋଇପାରେ ବ୍ୟାନ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୋଶାଲ ମିଡିଆ ପ୍ଲାଟଫର୍ମ ଟିକଟକ୍ ଏବଂ ହେଲୋକୁ ବ୍ୟାନ କରିପାରନ୍ତି। ଏଥିପାଇଁ ଏହି ଦୁଇ ସଂସ୍ଥା ପାଖରୁ ୨୧ଟି ପ୍ରଶ୍ନର ଜବାବ ମାଗିଛନ୍ତି। ଯଦି ସରକାର ଉତ୍ତରରେ ସନ୍ତୋଷ ନହୁଅନ୍ତି ତାହେଲେ ଏହା ବ୍ୟାନ ହୋଇଯାଇପାରେ।ସୂଚନାଯୋଗ୍ୟ, ଆରଏସଏସ ସହ ଜଡିତ ଥିବା ସ୍ୱଦେଶୀ ଜାଗରଣ ମଞ୍ଚ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ଏକ ଅଭିଯୋଗ କରିଛନ୍ତି। ଯେଉଁଥିରେ ଉଲ୍ଲେଖ ରହିଛି ଯେ ଟିକଟିକ ଏବଂ ସ୍ୱଦେଶୀ ସୋଶାଲ ମିଡିଆ କମ୍ପାନୀ ଦେଶ ବିରୋଧୀ […]