ବ୍ୟଙ୍ଗବାଣୀ

ଚନ୍ଦୁର ଖୁସି: ୩୭୦ ଉଚ୍ଛେଦ ପରେ କଶ୍ମୀର ଝିଅକୁ ବାହାହେବ!

ଭୁବନେଶ୍ୱର(ବିଶ୍ୱବନ୍ଦିତା ସ୍ୱାଇଁ): ଗତକାଲି ଏକ ଐତିହାସିକ ନିର୍ଣ୍ଣୟ ନିଆଗଲା। ଦୀର୍ଘ ୭୦ ବର୍ଷ ହେଲା ଦେଶରେ ଯାହା ହୋଇପାରି ନଥିଲା ମୋଦି ସରକାର କାଲି ତାହା କରି ଦେଖାଇଛନ୍ତି। ଦେଶଠାରୁ ଜମ୍ମୁ-କଶ୍ମୀରକୁ ଅଲଗା ରଖିଥିବା ସମ୍ବିଧାନର ‘ଅସ୍ଥାୟୀ’ ଧାରା ୩୭୦କୁ ଗତକାଲି ମୋଦି ସରକାର ଉଚ୍ଛେଦ କରିଛନ୍ତି। ଅର୍ଥାତ ଜମ୍ମୁ-କଶ୍ମୀର ଏବେ ଆଉ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ତ ପାଇବ ନାହିଁ ଓଲଟା ରାଜ୍ୟ ବଦଳରେ ଜମ୍ମୁ-କଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଗଣାଯିବ। ତା ‘ସହିତ ଦେଶରେ […]

ବ୍ୟଙ୍ଗବାଣୀ

ଆଡ୍‌ଜଷ୍ଟ୍‌ କରିବା ଅବସ୍ଥାରେ ନାହିଁ!

ଜଣେ ବ୍ୟକ୍ତି ଜଣେ ମହିଳାଙ୍କୁ ଗୋଲାପ ଫୁଲଟିଏ ଦେଇ ‘ଆଇ ଲଭ୍ ୟୁ’ କହିଲେ। ମହିଳା ଜଣଙ୍କ ରାଗି ନଯାଇ ତୁରନ୍ତ ପ୍ରତିକ୍ରିୟା ଦେଇ କହିଲେ,‘ତୁମେ ମୋତେ ଭଲ ପାଉଛ ବୋଲି ଜାଣି ଖୁସି ହେଲି। କିନ୍ତୁ ତୁମେ ଆଉ କିଛି ଭାବିବା ଆଗରୁ ମୁଁ ମୋ ବିଷୟରେ ଟିକେ ଜଣେଇ ଦେଉଛି। ମୁଁ ବିବାହିତ ଓ ମୋର ସ୍ୱାମୀ ଅଛନ୍ତି। ମୋର ଜଣେ ବୟଫ୍ରେଣ୍ଡ ବି ଅଛନ୍ତି। ମୋର ପୂର୍ବତନ ବୟଫ୍ରେଣ୍ଡ ମୋ ଘର ପାଖରେ ରହୁଛନ୍ତି। […]