grossing top4-3 ଯଲିଉଡ୍

ଦୈତାରୀ ପଣ୍ତା: ହୋଟେଲ ବୟରୁ ଯାତ୍ରା ସୁପରଷ୍ଟାର

ଦୈତାରୀ ପଣ୍ତା। ଏଇ ନାଁଟି ମନରେ ଉଚ୍ଚାରିତ ହେଲା ମାତ୍ରେ ଯଲିଉଡ୍‌ ଅର୍ଥାତ ଯାତ୍ରା ଜଗତ କଥା ସ୍ମରଣକୁ ଆସେ। ଯାତ୍ରାପ୍ରେମୀ ତ ଏଇ ନାଁ ଓ ତାଙ୍କ ସ˚ପର୍କରେ ଜାଣିବାକୁ ବ୍ୟାକୁଳ ହୁଅନ୍ତି। କିନ୍ତୁ ଯାତ୍ରା ସ˚ପର୍କରେ ଜାଣିବାକୁ ଆଗ୍ରହ ପ୍ରକାଶ କରୁ ନଥିବା ବ୍ୟକ୍ତିମାନେ ମଧୢ ଏ ନାଁରେ ଆକର୍ଷିତ ହୋଇଥାନ୍ତି। ପ୍ରକୃତରେ ଯଲିଉଡରେ ଦୈତାରୀ ପଣ୍ତାଙ୍କର ବିକଳ୍ପ ନାହାନ୍ତି। ତାଙ୍କ ପାଇଁ ପାର୍ଟିର ବେପାର ବଢେ଼, ନାଟକ ସଫଳ ହୁଏ। ସେଥିପାଇଁ ତ […]

ଯଲିଉଡ୍

ରହମାନ୍‌ଙ୍କ ଅଫିସ୍‌ରୁ ରାନୁଙ୍କୁ ଫୋନ୍‌

ମୁମ୍ବାଇ: ରାତାରାତି ଷ୍ଟାର୍ ପାଲଟି ଯାଇଥିବା ରାନୁ ମଣ୍ଡଳଙ୍କ ପାଖକୁ ଏବେ ଅଫର୍‌ର ସୁଅ ଛୁଟୁଛି। ଏକ ନ୍ୟୁଜ୍ ୱେବ୍‌ସାଇଟ୍‌ରେ ପ୍ରକାଶିତ ଖବର ଅନୁସାରେ ହିନ୍ଦୀ ସହିତ ବଙ୍ଗାଳୀ ଓ ଦକ୍ଷିଣ ଭାରତୀୟ ଫିଲ୍ମରେ ଗୀତ ଗାଇବା ପାଇଁ ତାଙ୍କ ପାଖକୁ ଅଫର୍ ଆସୁଛି। ଏହି ୱେବ୍‌ସାଇଟ୍ ଅନୁଯାୟୀ, ରାନୁ ସେଲେବ୍ରିଟି ହୋଇଯିବା ପରେ ତାଙ୍କର ମ୍ୟାନେଜର ସାଜିଥିବା ଅତୀନ୍ଦ୍ର ଚକ୍ରବର୍ତ୍ତୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍ ସହିତ ବଙ୍ଗାଳୀ ଓ ସାଉଥ୍ ଇଣ୍ଡିଆନ୍ […]

ଯଲିଉଡ୍

‘ଜାଗା ଦେଖି ଖେଳ କରିବି’

ଭୁବନେଶ୍ୱର : ବିବାଦର ଅନ୍ୟ ନାଁ ରାନୀ ପଣ୍ଡା। ଯାତ୍ରା ମହାକୁମ୍ଭ ଖଣ୍ଡଗିରିରେ ‘ଅଶ୍ଳୀଳ’ ନୃତ୍ୟ ପରିବେଷଣ କରିବା ଅଭିଯୋଗ ଆସିବା ପରେ ସାରା ଓଡ଼ିଶାରେ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ। ଆଉ ଅଜଣା ଓ ଅଚିହ୍ନା ଜଣେ ନାୟିକା ରାତାରାତି ବନି ଯାଇଥିଲେ ସେଲେବ୍ରିଟି। ଖବରର ଶିରୋନାମାରେ ସେ ରହିଥିଲେ। କିଏ ତାଙ୍କୁ ଓଡ଼ିଶାର ରାକ୍ଷୀ ସାୱନ୍ତ କହିଲେ, ତ ଆଉ କିଏ ହଟ୍‌ ସନ୍ନି ଲିଓନି। ଦୀର୍ଘଦିନର ନୀରବତା ପରେ ପୁଣି ଥରେ ଚର୍ଚ୍ଚାକୁ […]