ରୂପସଜ୍ଜା

ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି, ଜାଣି ନିଅନ୍ତୁ ଗେଟ୍‌ଅପ୍‌ ଓ ମେକ୍‌ଅପ୍‌ର କିଛି ଟିପ୍ସ

ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଚାକିରି ପାଇଁ ତୀବ୍ର ପ୍ରତିଯୋଗିତା ହେଉଛି। ଏହି ପ୍ରତିଯୋଗିତା ଭିତରେ ନିଜକୁ ସ୍ୱତନ୍ତ୍ର ପ୍ରତିପାଦିତ କରିବାକୁ ହେଲେ ସ୍ୱତନ୍ତ୍ର ପ୍ରସ୍ତୁତିର ବି ଆବଶ୍ୟକତା ରହିଛି । ଆଜିକାଲି ଯେକୌଣସି ଚାକିରି ପାଇଁ ସାକ୍ଷାତକାରର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଆପଣଙ୍କ ଭିତରେ କେତେ ଦକ୍ଷତା ରହିଛି, ତାହା ଏହି ସାକ୍ଷାତକାରରୁ ହିଁ ଜଣାପଡ଼ିଥାଏ। ତେବେ ସାକ୍ଷାତକାରକୁ କେବଳ ପାଠ ବିଷୟରେ ପ୍ରସ୍ତୁତ ହୋଇଗଲେ ଚଳିବ ନାହିଁ। ସାକ୍ଷାତକାରକୁ ଯିବା ବେଳେ ଆପଣଙ୍କ ଗେଟଅପ୍‌ […]

ରୂପସଜ୍ଜା

ବର୍ଷା ଦିନେ ସ୍କିନ୍‌ ଇନ୍‌ଫେକ୍ସନ୍‌ରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ସବୁ ଟିପ୍ସ

ଭୁବନେଶ୍ୱର : ବର୍ଷା ଦିନେ ଅନେକ ଲୋକଙ୍କର ସ୍କିନ୍ ଇନ୍‌ଫେକ୍ସନ୍‌ ହୋଇଥାଏ। ଏହି ଋତୁରେ ବାୟୁରେ ଆର୍ଦ୍ରତା ରହୁଥିବା ଯୋଗୁ ମୁହଁରେ ତେଲିଆ ଅଂଶର ପରିମାଣ ବୃଦ୍ଧି ପାଇଥାଏ।  ସେହିପରି ବର୍ଷା ଜଳରେ ବିଭିନ୍ନ ବ୍ୟାକ୍ଟେରିଆ ଏବଂ ଜୀବାଣୁ ଥା’ନ୍ତି। ତେଣୁ ବର୍ଷାରେ ଭିଜିବା ଦ୍ୱାରା ମୁହଁରେ ବ୍ରଣ ହେବା ସହିତ ଦାଗ ପଡ଼ିବା ଓ ଲାଲ୍‌ ହେବା ଭଳି ସମସ୍ୟା ଦେଖାଯାଏ। ତେଣୁ ବର୍ଷା ଦିନେ ତ୍ୱଚାର ବିଶେଷ ଯତ୍ନ ନେବା ଆବଶ୍ୟକ। ତା’ହେଲେ ଆସନ୍ତୁ […]