grossing top4-3 ଯଲିଉଡ୍

ଦୈତାରୀ ପଣ୍ତା: ହୋଟେଲ ବୟରୁ ଯାତ୍ରା ସୁପରଷ୍ଟାର

ଦୈତାରୀ ପଣ୍ତା। ଏଇ ନାଁଟି ମନରେ ଉଚ୍ଚାରିତ ହେଲା ମାତ୍ରେ ଯଲିଉଡ୍‌ ଅର୍ଥାତ ଯାତ୍ରା ଜଗତ କଥା ସ୍ମରଣକୁ ଆସେ। ଯାତ୍ରାପ୍ରେମୀ ତ ଏଇ ନାଁ ଓ ତାଙ୍କ ସ˚ପର୍କରେ ଜାଣିବାକୁ ବ୍ୟାକୁଳ ହୁଅନ୍ତି। କିନ୍ତୁ ଯାତ୍ରା ସ˚ପର୍କରେ ଜାଣିବାକୁ ଆଗ୍ରହ ପ୍ରକାଶ କରୁ ନଥିବା ବ୍ୟକ୍ତିମାନେ ମଧୢ ଏ ନାଁରେ ଆକର୍ଷିତ ହୋଇଥାନ୍ତି। ପ୍ରକୃତରେ ଯଲିଉଡରେ ଦୈତାରୀ ପଣ୍ତାଙ୍କର ବିକଳ୍ପ ନାହାନ୍ତି। ତାଙ୍କ ପାଇଁ ପାର୍ଟିର ବେପାର ବଢେ଼, ନାଟକ ସଫଳ ହୁଏ। ସେଥିପାଇଁ ତ […]

grossing ହସକଥା

ଟ୍ରାଫିକ୍‌ ନିୟମ ଯୋଗୁ ଫସିଗଲା ପପୁ

ଏବେ ଏବେ ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହୋଇଛି। ପପୁ ଚିନ୍ତାରେ ପଡ଼ିଗଲା। ନୂଆ କାର୍‌ କିଣିଛି। ଟ୍ରାଫିକ୍‌ ନିୟମ ସବୁକୁ ଟିଭିରେ ଦେଖି ସେ ପ୍ରୀତିକୁ ସତର୍କ କରାଇ ଦେଲା। ଦେଖ ଏସବୁ ମନେରଖ। କାର୍‌ରେ ବାହାରକୁ ଗଲେ ଫଲୋ କରିବ। ନହେଲେ ଆମକୁ ଜୋରିମାନା ଗଣିବାକୁ ପଡ଼ିବ। ରବିବାର ଦିନ ପପୁ ଓ ପ୍ରୀତି ନୂଆ କାର୍‌ରେ ବାହାରକୁ ବୁଲିବାକୁ ଗଲେ। ପ୍ରୀତି ମନେ ମନେ ଚିନ୍ତା କଲା, ଯାହା ଦରକାର ମାର୍କେଟ୍‌ରୁ କିଣି […]

grossing ସାକ୍ଷାତକାର

ଯେଉଁ ସାହିତ୍ୟ ସମାଜକୁ ଦିଗ୍‌ଦର୍ଶନ ଦେଉଛି, ତାହା ହିଁ କାଳଜୟୀ ସାହିତ୍ୟ: ପଦ୍ମଶ୍ରୀ ହଳଧର ନାଗ

ପ୍ର. ବର୍ଣ୍ଣବୋଧ ପୋଡ଼ିବାରେ ଆପଣଙ୍କର ସମ୍ପୃକ୍ତିକୁ ନେଇ କ’ଣ କହିବେ ? ଉ. କିଛି ଲୋକ ଫୋନ୍‌ କରିବା ପରେ ମୁଁ ଏହି ଖବର ଜାଣିବାକୁ ପାଇଥିଲି। ଫେସବୁକ୍‌ କ’ଣ ମୁଁ ଜାଣିନି। ମୋ ପାଖରେ କେବଳ ଗୋଟିଏ ଫୋନ୍‌ ଅଛି। କିଏ ଫୋନ୍‌ କଲେ ମୁଁ କେବଳ ଉଠାଇପାରେ। ମଧୁ ବର୍ଣ୍ଣବୋଧ ଯିଏ ପୋଡ଼ିଛି, ମୁଁ ତାକୁ ଘୋର ନିନ୍ଦା କରୁଛି। ଏହି ବହିକୁ ପଢ଼ି ମୁଁ ଆଜି କବି ହୋଇ ଛିଡ଼ା ହୋଇଛି। ଏହି ଖବର […]

grossing ରୋଷେଇ

ଘରକୁ ଆସୁଥିବା ଅତିଥିଙ୍କୁ ପରଷନ୍ତୁ ‘ନୀର ମୋର୍‌’

ଆବଶ୍ୟକ ସାମଗ୍ରୀ: ଦହି, କଞ୍ଚା ଲଙ୍କା, ଜିରା ଗୁଣ୍ଡ, ଚାଟ୍‌ ମସଲା, ଥଣ୍ଡା ପାଣି, ଅଦା, କଳା ଲୁଣ, ହେଙ୍ଗୁ, ଭୁର୍ସୁଙ୍ଗ ପତ୍ର ଓ  ଲୁଣ। ପ୍ରସ୍ତୁତି ପ୍ରଣାଳୀ: ନୀର ମୋର୍‌ ପ୍ରସ୍ତୁତ କରିବା ଲାଗି ପ୍ରଥମେ ଏକ ବଡ଼ ପାତ୍ର ନେଇ ସେଥିରେ ଦହି ଓ ପାଣି ଢାଳନ୍ତୁ। ଏହାକୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଏବେ ଏଥିରେ କଞ୍ଚା ଲଙ୍କା, ବଟା ଅଦା, ଜିରା ଗୁଣ୍ଡ, କଳା ଲୁଣ, ଲୁଣ ଓ ଚାଟ୍‌ ମସଲା ପକାଇ ଭଲ […]

grossing ଖାଦ୍ୟ

‘ରଗଡା ପେଟିସ୍‌’

ଆବଶ୍ୟକ ସାମଗ୍ରୀ: ଆଳୁ ଚକଟା, ଅଦା ପେଷ୍ଟ୍‌, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ, ଭିଜା ମଟର, ଟମାଟେ, ଫେଣ୍ଟା ଦହି, ରସୁଣ ପେଷ୍ଟ୍‌, ଲଙ୍କା ଗୁଣ୍ଡ, ଚାଟ୍‌ ମସଲା, ପୁଦିନା-ଧନିଆ ଚଟଣି, ପିଆଜ, ବ୍ରେଡ୍‌ କ୍ରମ୍ବସ୍‌, ଟମାଟୋ ପ୍ୟୁରୀ, ତେନ୍ତୁଳି ଚଟଣି, ସେଉ, ତେଲ ଏବଂ ଲୁଣ। ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଆଳୁ ଚକଟାରେ ଅଦା-ରସୁଣ ପେଷ୍ଟ୍‌, ଜିରା-ଧନିଆ ଗୁଣ୍ଡ, ଚାଟ୍‌ ମସଲା ଏବଂ ଲୁଣ ପକାନ୍ତୁ। ଏବେ ଏ ସବୁକୁ ଏକାଠି ଭଲ ଭାବେ ଚକଟି ଦିଅନ୍ତୁ। ଏବେ […]

grossing ଖାଦ୍ୟ

ଟଙ୍କାକରେ ପ୍ଲେଏଟେ ଇଡ୍‌ଲି ସମ୍ବର ବିକନ୍ତି ୮୦ ବର୍ଷୀୟା ବୃଦ୍ଧା!

ନୂଆଦିଲ୍ଲୀ: ଆଜିକାଲିର ବ୍ୟୟସାପେକ୍ଷ ସମାଜରେ ଏକ ଟଙ୍କାରେ କ’ଣ ଖାଇବାକୁ ମିଳିବ? ଅଧିକରୁ ଅଧିକ ଗୋଟେ ଛୋଟ ଚକୋଲେଟ୍‌? କିନ୍ତୁ ଏଇ ଟଙ୍କାକରେ  ଜଣେ କେହି ଆପଣଙ୍କୁ ଗୋଟେ ପ୍ଲେଟ୍‌ରେ ଗୋଟେ ବଡ଼ ଇଡ୍‌ଲି ସହ ସୁଆଦିଆ ସମ୍ବର ଓ ଚଟଣୀ ଦେଇପାରିବେ। ଆପଣ ଏ କଥା ବିଶ୍ୱାସ କରିବେ ନା ହସିକି ଉଡ଼େଇଦେବେ। କାରଣ ଆପଣ ଗୋଟେ ପ୍ଲେଟ୍‌ ଇଡ୍‌ଲି ସମ୍ବର ଖାଇବାକୁ ପାଖାପାଖି ୧୫ରୁ ୨୦ ଟଙ୍କା ଖର୍ଚ୍ଚ କରୁଥିବେ। ଆଉ ଏ ସମୟରେ […]

grossing ଟେଲି ଦୁନିଆ

ଅଟୋ ଚଲାଉଛନ୍ତି ଏହି ଟେଲି ଅଭିନେତ୍ରୀ

ମୁମ୍ୱାଇ: ଦାମୀ ଗାଡ଼ି କିଣିବାକୁ ପ୍ରାୟ ସମସ୍ତ ବଲିଉଡ୍ ଓ ଟେଲିଭିଜନ୍‌ ଷ୍ଟାର୍ ପସନ୍ଦ କରନ୍ତି। ଅନେକ ତ ସେମାନଙ୍କ ମନପସନ୍ଦ କାର୍‌ର କଲେକ୍ସନ ବି ରଖିଛନ୍ତି। ହେଲେ ଏହି ଟେଲିଭିଜନ୍ ଅଭିନେତ୍ରୀଙ୍କ ପସନ୍ଦ ପୂରା ଅଲଗା। ସେ ଅଟୋରେ ଯିବାଆସିବା କରିବାକୁ ଭଲ ପା’ନ୍ତି। ଖାଲି ସେତିକି ନୁହେଁ, ସେ ଏକ ଅଟୋ କିଣି ତାକୁ ନିଜେ ଚଲାଉଛନ୍ତି। ସେ ହେଉଛନ୍ତି, ଧାରାବାହିକ ‘ଚନ୍ଦ୍ରଗୁପ୍ତ ମୌର୍ଯ୍ୟ’ ଓ ‘ରଙ୍ଗ୍ ବଦଲତି ଓଢ଼୍‌ନୀ’ର ନାୟିକା ଯଶଶ୍ରୀ ମସୁରକର୍। […]