top4-1 Uncategorized ଜାତୀୟ

ଦିଲ୍ଲୀ କଂଗ୍ରେସ ସଭାପତିଙ୍କ ଇସ୍ତଫା

ନୂଆଦିଲ୍ଲୀ:  ଲଗାତର ଭାବେ ୧୫ ବର୍ଷ ସରକାର କରି ମଧ୍ୟ କଂଗ୍ରେସ ପାଇଁ ଦିଲ୍ଲୀ ଦୁରେଇ ଯାଇଛି। ଦିଲ୍ଲୀ ବିଧାନସଭା ଭୋଟରେ ଦ୍ବିତୀୟ ଥର ଲାଗି ଦଳ ଖାତା ଖୋଲି ପାରିନି। ଶୀଲା ଦୀକ୍ଷିତଙ୍କ ନେତୃତ୍ବରେ ଦିଲ୍ଲୀରେ କଂଗ୍ରେସ ଲଗାତର ବିଜୟୀ ହେଉଥିଲା।  ୨୦୧୫ ରେ ଶୀଲାଙ୍କ ପରାଜୟ ପରଠୁ ଆଉ ଅଣ୍ଟା ସଲଖି ଛିଡା ହୋଇପାରୁନି କଂଗ୍ରେସ । ଏ ଥର ଏହି ସ୍ଥିତି ଅଧିକ ଯନ୍ତ୍ରଣାଦାୟକ  ହୋଇଛି  ସବୁଠୁ ପୁରୁଣା ଦଳ ପାଇଁ । […]

top4-1 Uncategorized

କରୋନା ଭୟ: ସନ୍ଦୀଗ୍ଧଙ୍କୁ ଘରୁ ଟେକି ଆଣୁଛି ପୁଲିସ

ବେଜିଂ: ଚୀନରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ହୁହୁ ହୋଇ ବଢ଼ିଚାଲିଛି।  ୩୦ଟି ସହରରେ ଏହା ଆତଙ୍କ ‌ଖେଳାଇଛି। ଏବେ ସ୍ଥିତି ଏଭଳି ହୋଇଛି କରୋନା ସନ୍ଦିଗ୍ଧରେ ଚୀନ ସରକାର ଲୋକଙ୍କୁ ନିର୍ଯାତନା ଦେଉଥିବା ଖବର ମିଳିଛି। ଏଭଳି ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଘୂରି ବୁଲୁଛି।  ଚୀନ ସରକାରଙ୍କ ସ୍ବାସ୍ଥ୍ୟ ଅଧିକାରୀ ଜଣେ କରୋନା ସନ୍ଦିଗ୍ଧଙ୍କୁ  ଜବରଦସ୍ତ ତାଙ୍କ ଘରୁ ଘୋଷାଡ଼ି ଘୋଷାଡ଼ି ନେଉଥିବା ଏହି ଭିଡ଼ିଓରେ ଦେଖବାକୁ ମିଳୁଛି। ଏହି ଭିଡ଼ିଓ  ଉହାନ୍‌ର […]

top4-1 ସାହିତ୍ୟ ଓ ସଂସ୍କୃତି

“ମାଟିର ମଲାଟ ତଳେ”

ମାଟିର ମଲାଟ ତଳେ ଲୁଚେଇଛି କେତେ ଯାତନା ହୁଁ ହୁଁ ହେଇ ଜଳୁଛି ଅନବରତ କେତେ ନିଆଁ ପିଜୁଳି ଗଛରେ କେତେ ସ୍ମୃତିକୁ କଣ୍ଟାରେ ବାଡେ଼ଇଛି ଗୋଟି ଗୋଟି କରି॥ ଲଣ୍ଠନ ଆଲୁଅରେ କେତେ ଥର ପଢ଼ିଛି ଖେଣ୍ଟି ବୁଢ଼ୀର ଅଛପା କୋହକୁ ଜେଜେ ମା’, ଜେଜେ ମା’ ରେବତୀର ହୃଦଥରା ଡାକକୁ, ବୋଧ ହୁଏ ସଭିଏଁ ଲୋ ରେବୀ, ଲୋ ଚୁଲି, ଲୋ ନିଆଁ ଶୁଣିଥିବେ କିନ୍ତୁ ସେ ସିରସ୍ତାର ଘରଟା ଶୁଣିଥିବ ଆଉ କିଛି […]