top4-2 ବ୍ୟବସାୟ

ପୁଣି ଖସିଲା ସୁନା ଓ ରୁପା ଦର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ସୁନା ଦାମ୍ ହ୍ରାସ ପାଇଛି। ଏଥିପାଇଁ  ଘରୋଇ ବଜାରରେ ସୁନା ଦର ହ୍ରାସ ପାଇଛି। ସୁନା ସହ ରୂପା ଦାମ୍ ମଧ୍ୟ ଖସିଛି । ଏକ କିଲୋଗ୍ରାମ ରୂପା ଦାମ୍ ୧୦୮ ଟଙ୍କା କମ୍ ହୋଇଯାଇଛି । ସୁନା ନୂଆ ଦର ମଙ୍ଗଳବାର ଦିଲ୍ଲୀ ସର୍ରୋଫା ବଜାରରେ ସୁନାର ଦାମ୍ ୪୧,୩୮୧ ଟଙ୍କାରୁ ହ୍ରାସ ପାଇ ୪୧,୨୬୯ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଛି । ଅନ୍ତର୍ଜାତୀୟ ବଜାରରେ ସୁନାର ଦାମ୍ ମଧ୍ୟ […]

top4-2 trending Uncategorized

ବିଶ୍ୱକୁ ‘କରୋନା’ ଆତଙ୍କ: ଚୀନରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୭୨୩

ବେଜିଂ:  ଚୀନରେ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁସଂଖ୍ୟା ୭୨୩ରେ ପହଞ୍ଚିଛି। ସଂକ୍ରମଣକାରୀଙ୍କ ସଂଖ୍ୟା ୩୪, ୮୦୦କୁ ବୃଦ୍ଧିପାଇଛି। ହୁବେଇ ପ୍ରଦେଶ ପରିସ୍ଥିତି ସାଂଘାତିକ ହୋଇପଡ଼ିଛି। ଏଠାରେ ୮୧ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। କରୋନା ଏବେ ଅଧିକ ଭୟଙ୍କର ହେବାରେ ଲାଗିଛି।  ଏହା ବିଶ୍ୱବାସୀଙ୍କୁ ଆତଙ୍କିତ କରିପକାଇଛି। ବର୍ତ୍ତମାନ ସୁଦ୍ଧା ୨୭ ଦେଶକୁ କରୋନା ଭାଇରସ୍‌ ସଂକ୍ରମଣ ହୋଇସାରିଛି। ଜାପାନର କ୍ରୁସ୍‌ ଲାଇନର ଜାହାଜରେ ଥିବା ୩,୭୦୦ ଯାତ୍ରୀଙ୍କୁ କରୋନା ଭାଇରସ୍‌ […]

top4-2 ନିଯୁକ୍ତି

୬୦୦୦ ଷ୍ଟାଇପେଣ୍ଡ୍‌ ସହ ୫ ଲକ୍ଷ ଛାତ୍ରଛାତ୍ରୀ ପାଇବେ ତାଲିମ୍‌

ନୂଆଦିଲ୍ଲୀ : ଚଳିତ ବର୍ଷ ଜୁଲାଇରୁ ସାରା ଦେଶରୁ ପ୍ରାୟ ୫ ଲକ୍ଷ ଛାତ୍ରଛାତ୍ରୀ ବିଭିନ୍ନ ଶିଳ୍ପ ସଂସ୍ଥା ଓ ସେବା କ୍ଷେତ୍ରରେ ତାଲିମ୍‌ ପାଇବେ। କେନ୍ଦ୍ର ସରକାରଙ୍କ ସ୍କିମ୍‌ ଫର ହାଇୟର ଏଜୁକେଶନ ୟୁଥ୍‌ ଫର୍‌ ଆପ୍ରେଣ୍ଟିକ୍‌ଶିପ୍‌ ଆଣ୍ଡ୍‌ ସ୍କିଲ୍‌(ଶ୍ରେୟାସ୍‌) ନାମକ ଏକ ଯୋଜନାରେ ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ମିଳିବ। ସୂଚନା ଅନୁସାରେ ଏଥିପାଇଁ ପ୍ରାୟ ୯ ଲକ୍ଷ ୨୫ ହଜାର ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସଂସ୍ଥାରେ […]