top4-4 Uncategorized

ବରେଲିରେ ହଜିଥିବା ‘ଝୁମ୍‌କା’ ମିଳିଲା

ବରେଲି: ଉତ୍ତରପ୍ରଦେଶର ବରେଲି ସହର ଖୁବ୍‌ ଚର୍ଚ୍ଚିତ।  ହୀନ୍ଦି ଫିଲ୍ମ ‘ମେରା ଶାୟା’ର  ‘ଝୁମ୍‌କା ଗିରାରେ ବରେଲି କି ବାଜାର ମେ’ ଗୀତକୁ କିଏ ବା ଭୁଲି ପାରିବ ! ଏ ଗୀତ ଯିଏ ଶୁଣେ, ସିଏ ପଚାରେ ବରେଲିରେ ହଜିଥିବା ଝୁମକା ମିଳିଲା ନା ନାହିଁ ? ଏହି ଉତ୍ତର ଦୀର୍ଘ   ୫୪ ବର୍ଷ ପରେ ମିଳିଛି। ବରେଲିରେ ହଜିଥିବା ଝୁମକା ମିଳିଯାଇଛି।  ବରେଲିରେ ଏକ ପୋଲ ତିଆରି ହେବା ପରେ ଲୋକେ କହୁଛନ୍ତି […]

top4-4 Uncategorized

୭୦ ବର୍ଷରେ ସବୁଠୁ ଖରାପ ଅର୍ଥବ୍ୟବସ୍ଥାରେ ଦେଶ: ନୀତି ଆୟୋଗ ଉପାଧ୍ୟକ୍ଷ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଥିଙ୍କ୍ ଟ୍ୟାଙ୍କ୍ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଦେଶର ଅର୍ଥବ୍ୟବସ୍ଥାକୁ ନେଇ ନିଜର ମତ ରଖିଛନ୍ତି। ଦୀର୍ଘ ୭୦ ବର୍ଷ ଭିତରେ ସବୁଠାରୁ ଖରାପ ସ୍ଥିତି ଦେଇ ଦେଶର ଅର୍ଥ ବ୍ୟବସ୍ଥା ଗତି କରୁଛି ବୋଲି ସେ କହିଛନ୍ତି। ଦେଶର ଅର୍ଥବ୍ୟବସ୍ଥା ଆଗକୁ ନେବାକୁ ହେଲେ ପୁଞ୍ଜି ନିବେଶ ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଦେଶରେ ଦେଖାଦେଇଥିବା ଆର୍ଥିକ ସଙ୍କଟର ପ୍ରଭାବ ଆର୍ଥିକ ବିକାଶରେ ବାଧକ […]